Cancer Vaccine: ରୁଷ ଆଣିଲା କ୍ୟାନସର୍‌ ଭ୍ୟାକ୍ସିନ; ଆସନ୍ତା ବର୍ଷରୁ ମାଗଣାରେ ମିଳିବ ଟିକା

୨୦୨୩ ମସିହାରେ ବ୍ରିଟେନ କର୍କଟ ଚିକିତ୍ସାର ବିକାଶ ପାଇଁ ଜର୍ମାନ ବାୟୋଟେକ୍ନୋଲୋଜି କମ୍ପାନୀ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲା। ଏହା ବ୍ୟତୀତ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ମୋଡର୍ନା ଏବଂ ମର୍କ ଆଣ୍ଡ କମ୍ପାନୀ ବର୍ତ୍ତମାନ ମେଲାନୋମା (ମାରାତ୍ମକ ଚର୍ମ କର୍କଟ) ଚର୍ମ କର୍କଟ ବା ସ୍କିନ କ୍ୟାନସର ଟିକା ଉପରେ କାମ କରୁଛନ୍ତି।

Cancer Vaccine: ରୁଷ ଆଣିଲା କ୍ୟାନସର୍‌ ଭ୍ୟାକ୍ସିନ; ଆସନ୍ତା ବର୍ଷରୁ ମାଗଣାରେ ମିଳିବ ଟିକା
Array