ଭୟ ବଢ଼ାଇଲା ବାର୍ଡ ଫ୍ଲୁ, ଗୋଟିଏ ଦିନରେ ମଲେ ସାଢ଼େ ୩ ହଜାର କୁକୁଡ଼ା

୫ଟି RRT ଟିମ୍ ପହଞ୍ଚି କୁକୁଡ଼ା କିଲିଂ କରିଛନ୍ତି l ଏହା ସହିତ ଆଜି ଡେ଼ଲାଙ୍ଗର ୫ଟି କୁକୁଡ଼ା ଫାର୍ମରୁ ନମୂନା ସଂଗ୍ରହ କରଯାଇ ସଂରକ୍ଷିତ ରଖାଯାଉଛି। ଏହାକୁ ଆସନ୍ତା କାଲି ଭୋପାଳ ସ୍ଥିତ NIHSAD ପରୀକ୍ଷଣ କେନ୍ଦ୍ରକୁ ପଠାଯିବ l

ଭୟ ବଢ଼ାଇଲା ବାର୍ଡ ଫ୍ଲୁ, ଗୋଟିଏ ଦିନରେ ମଲେ ସାଢ଼େ ୩ ହଜାର କୁକୁଡ଼ା
Array