Myanmar Earthquake: ଦାଉ ସାଧିଛି ପ୍ରକୃତି, ଗଲାଣି ୩,୬୦୦ ଜୀବନ, ଏବେ ବି ଚାଲିଛି ଜୀବନ ଖୋଜା

ମିଆଁମାରରେ ହୋଇଥିବା ଭୂମିକମ୍ପର ଦୃଶ୍ୟ ଦେଖିଲେ ନିହାତି ଆପଣଙ୍କ ଛାତି ଥରି ଉଠିବ । ଭୟଙ୍କର ଭୂମିକମ୍ପରେ ଦୋହଲି ଯାଇଥିଲା ସବୁ କିଛି ।

Myanmar Earthquake: ଦାଉ ସାଧିଛି ପ୍ରକୃତି, ଗଲାଣି ୩,୬୦୦ ଜୀବନ, ଏବେ ବି ଚାଲିଛି ଜୀବନ ଖୋଜା
Array