One Night Stand: ରଣବୀର ସିଂହଙ୍କ ବଡ ଖୁଲାସା: ମୁଁ ସବୁବେଳେ ମୋ ପକେଟ୍‌ରେ କଣ୍ଡୋମ୍ ରଖି ବୁଲୁଥିଲି

ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତା ଅଛନ୍ତି ଯେଉଁମାନେ ସେମାନଙ୍କର ସ୍ପଷ୍ଟ କଥା ପାଇଁ ଜଣାଶୁଣା। ବଲିଉଡ୍‌ର ଏହି ସୁପର୍‌ଷ୍ଟାର୍‌ ଅଭିନେତା ଏପରି କିଛି ଖୁଲାସା କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ସେ କହିଛନ୍ତି ଯେ ସେ ସବୁବେଳେ ତାଙ୍କ ପକେଟ୍‌ରେ କଣ୍ଡୋମ ରଖି ବୁଲନ୍ତି।

One Night Stand: ରଣବୀର ସିଂହଙ୍କ ବଡ ଖୁଲାସା: ମୁଁ ସବୁବେଳେ ମୋ ପକେଟ୍‌ରେ କଣ୍ଡୋମ୍ ରଖି ବୁଲୁଥିଲି
Array