୨୦ରେ ‘ଆମାଜନ ପ୍ରାଇମ ଡେ’ ଶୁଭାରମ୍ଭ
ଭୁବନେଶ୍ୱର,୮ା୭ (ଅଭୟ ଦାଶ): ଆମାଜନ ଇଣ୍ଡିଆର ବହୁ ପ୍ରତୀକ୍ଷିତ ସେଲ୍ ‘ଆମାଜନ ପ୍ରାଇମ ଡେ ବା ଏପିଡିର ୮ମ ସଂସ୍କରଣର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ସେଲ ୨୦୨୪ ଜୁଲାଇ ୨୦ ରାତି ୧୨ ଘଟିକାରୁ ଆରମ୍ଭ ହୋଇ ଜୁଲାଇ ୨୧ ରାତି ୧୧ଟା ୫୯ ମିନିଟ ପର୍ଯ୍ୟନ୍ତ ଚାଲିବ। ସେହିଭଳି ଭାରତରେ ଦୁଇଦିନ ଧରି ଚାଲିବାକୁ ଥିବା ଏହି ବାର୍ଷିକ ଉତ୍ସବ ସେଲରେ ପ୍ରାଇମ ସଦସ୍ୟମାନେ ଅବିଶ୍ୱସନୀୟ ଡିଲ, ବ୍ଲକବଷ୍ଟର ମନୋରଞ୍ଜନ, ସଞ୍ଚୟ […] The post ୨୦ରେ ‘ଆମାଜନ ପ୍ରାଇମ ଡେ’ ଶୁଭାରମ୍ଭ appeared first on Dharitri Odia News.
ଭୁବନେଶ୍ୱର,୮ା୭ (ଅଭୟ ଦାଶ): ଆମାଜନ ଇଣ୍ଡିଆର ବହୁ ପ୍ରତୀକ୍ଷିତ ସେଲ୍ ‘ଆମାଜନ ପ୍ରାଇମ ଡେ ବା ଏପିଡିର ୮ମ ସଂସ୍କରଣର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ସେଲ ୨୦୨୪ ଜୁଲାଇ ୨୦ ରାତି ୧୨ ଘଟିକାରୁ ଆରମ୍ଭ ହୋଇ ଜୁଲାଇ ୨୧ ରାତି ୧୧ଟା ୫୯ ମିନିଟ ପର୍ଯ୍ୟନ୍ତ ଚାଲିବ। ସେହିଭଳି ଭାରତରେ ଦୁଇଦିନ ଧରି ଚାଲିବାକୁ ଥିବା ଏହି ବାର୍ଷିକ ଉତ୍ସବ ସେଲରେ ପ୍ରାଇମ ସଦସ୍ୟମାନେ ଅବିଶ୍ୱସନୀୟ ଡିଲ, ବ୍ଲକବଷ୍ଟର ମନୋରଞ୍ଜନ, ସଞ୍ଚୟ ଏବଂ ଆହୁରି ଅନେକ କିଛି ପାଇପାରିବେ।
ଏ ସମ୍ପର୍କରେ ଆମାଜନ ପ୍ରାଇମ(ଡେଲିଭରି ଆଣ୍ଡ ରିଟର୍ନ ଏକ୍ସପେରିଏନ୍ସ ଏବଂ ଏମର୍ଜିଂ ମାର୍କେଟ)ର ନିର୍ଦ୍ଦେଶକ ତଥା ମୁଖ୍ୟ ଅକ୍ଷୟ ସାହି କହିଛନ୍ତି, ଆମର ପ୍ରାଇମ ସଦସ୍ୟମାନଙ୍କୁ ଦୁଇ ଦିନର ଉତ୍ତମ ଡିଲ ଏବଂ ସଞ୍ଚୟ ସୁବିଧା ଯୋଗାଇ ଦିଆଯାଉଛି। ଏପରିକି ୪୫୦ରୁ ଅଧିକ ବ୍ରାଣ୍ଡ୍ରୁ ହଜାର ହଜାର ନୂତନ ପ୍ରଡକ୍ଟର ଶୁଭାରମ୍ଭ ହୋଇଯାଇଛି।
The post ୨୦ରେ ‘ଆମାଜନ ପ୍ରାଇମ ଡେ’ ଶୁଭାରମ୍ଭ appeared first on Dharitri Odia News.