Cash found in Judge’s home: ନିଆଁ ଖୋଲିଦେଲା କି ନ୍ୟାୟାଧୀଶଙ୍କ କଳା ଗୁମର ? ଦିଲ୍ଲୀ ହାଇକୋର୍ଟ ଜଜ୍‌ଙ୍କ ଘରୁ ୧୫ କୋଟି କ୍ୟାସ୍ ସିଜ୍

ଏଭଳି ଦାଗ ଲାଗିଥିବା ବିଚାରପତିଙ୍କୁ କାହିଁକି ଆମ ପାଖକୁ ପଠାଯାଉଛି, ଆମେ କ’ଣ ଡଷ୍ଟବିନ୍ ବୋଲି ପ୍ରଶ୍ନ କରିଛି ଆହ୍ଲାବାଦ ହାଇକୋର୍ଟ ବାର୍ ଆସୋସିଏସନ୍ । ଯାହାକି ନ୍ୟାୟପାଳିକା ଭିତରେ ବି ଝଡ଼ ସୃଷ୍ଟି କରିଛି ।

Cash found in Judge’s home: ନିଆଁ ଖୋଲିଦେଲା କି ନ୍ୟାୟାଧୀଶଙ୍କ କଳା ଗୁମର ? ଦିଲ୍ଲୀ ହାଇକୋର୍ଟ ଜଜ୍‌ଙ୍କ ଘରୁ ୧୫ କୋଟି କ୍ୟାସ୍ ସିଜ୍
Array