CBI Report Triggers Government Action: ୩ ଦିନ ଧରି ଦିଲ୍ଲୀର ଏକ ତାରକା ହୋଟେଲରେ ଥିଲେ IAS ବିଷ୍ଣୁପଦ ସେଠୀ
କିଛି ସରକାରୀ ଅଧିକାରୀ ତାଙ୍କ ଘରେ ପହଞ୍ଚି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇ ଯାଉଥିବାର ଦେଖିବାକୁ ମିଳିଛି । ତେବେ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ୍ କରିଥିବା ବେଳେ ସେ ଏପର୍ଯ୍ୟନ୍ତ ସିବିଆଇରେ ହାଜର ହୋଇନାହାନ୍ତି ।