CBSE ଦଶମ ପରୀକ୍ଷାରେ ଓଡ଼ିଶା ଟପ୍ପର ହେଲେ ଭଦ୍ରକର କାବ୍ୟ ରଞ୍ଜନ, ୯୯.୦୪% ମାର୍କରେ ଉତ୍ତୀର୍ଣ୍ଣ
ଭଦ୍ରକ ୧୪।୫: ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଓଡ଼ିଶା ଟପ୍ପର । ସିବିଏସଇ ଦଶମ ପରୀକ୍ଷାରେ ୪୯୭ ନମ୍ବର ରଖି ଓଡ଼ିଶା ଟପ୍ପର ହୋଇଛନ୍ତି । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଧିନ ରାମଚନ୍ଦ୍ରପୁର ପଞ୍ଚାୟତର ବେଲଗଡିଆ ଗାଁର ରବୀନ୍ଦ୍ର ମୋହନ ମାଝୀ ଓ ଶୁଭଶ୍ରୀ ମାଝୀଙ୍କ ପୁଅ କାବ୍ୟ ରଞ୍ଜନ ମାଝୀ ପାଳାସଗଡିଆ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର । ବାପା ରବୀନ୍ଦ୍ର ନିଲକ ହାଇସ୍କୁଲରେ କାର୍ଯ୍ୟରତ । କାବ୍ୟ ରଞ୍ଜନ ଓଡ଼ିଆରେ ଟପ୍ପର ହୋଇଛନ୍ତି । କାବ୍ୟ ରଞ୍ଜନ ବିଦ୍ୟାଳୟରୁ ଫେରି ଖେଳକୁଦରେ ଅଧିକ ସମୟ ନବିତାଇ ପାଠରେ ମନ ଦିଅନ୍ତି । ସେ ଆଇଏଏସ୍ ହେବେ ହେବେ ବୋଲି ଆଶା ରଖିଛନ୍ତି । ସେ ୯୯.୦୪ ଶତକଡା ଅର୍ଥାତ୍ ୪୯୭ ମାର୍କ ରଖିଛନ୍ତି । ଏହି ସଫଳତା ପାଇଁ ମା’, ବାପା ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି କାବ୍ୟ ରଞ୍ଜନ । ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ସ୍ଥାନୀୟ ଲୋକେ ମାନେ ଶୁଭେଚ୍ଛା ଜଣାଇଛନ୍ତି ।You Can Read:ଶତ୍ରୁର ପ୍ରତ୍ୟେକ ଆହ୍ବାନର ଉଚିତ୍ ଜବାବ ଦେବା ପାଇଁ ଆମ ସେନାବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ
ଭଦ୍ରକ ୧୪।୫: ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଓଡ଼ିଶା ଟପ୍ପର । ସିବିଏସଇ ଦଶମ ପରୀକ୍ଷାରେ ୪୯୭ ନମ୍ବର ରଖି ଓଡ଼ିଶା ଟପ୍ପର ହୋଇଛନ୍ତି । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଧିନ ରାମଚନ୍ଦ୍ରପୁର ପଞ୍ଚାୟତର ବେଲଗଡିଆ ଗାଁର ରବୀନ୍ଦ୍ର ମୋହନ ମାଝୀ ଓ ଶୁଭଶ୍ରୀ ମାଝୀଙ୍କ ପୁଅ କାବ୍ୟ ରଞ୍ଜନ ମାଝୀ ପାଳାସଗଡିଆ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର । ବାପା ରବୀନ୍ଦ୍ର ନିଲକ ହାଇସ୍କୁଲରେ କାର୍ଯ୍ୟରତ । କାବ୍ୟ ରଞ୍ଜନ ଓଡ଼ିଆରେ ଟପ୍ପର ହୋଇଛନ୍ତି ।
କାବ୍ୟ ରଞ୍ଜନ ବିଦ୍ୟାଳୟରୁ ଫେରି ଖେଳକୁଦରେ ଅଧିକ ସମୟ ନବିତାଇ ପାଠରେ ମନ ଦିଅନ୍ତି । ସେ ଆଇଏଏସ୍ ହେବେ ହେବେ ବୋଲି ଆଶା ରଖିଛନ୍ତି । ସେ ୯୯.୦୪ ଶତକଡା ଅର୍ଥାତ୍ ୪୯୭ ମାର୍କ ରଖିଛନ୍ତି । ଏହି ସଫଳତା ପାଇଁ ମା’, ବାପା ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି କାବ୍ୟ ରଞ୍ଜନ । ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ସ୍ଥାନୀୟ ଲୋକେ ମାନେ ଶୁଭେଚ୍ଛା ଜଣାଇଛନ୍ତି ।
You Can Read:
ଶତ୍ରୁର ପ୍ରତ୍ୟେକ ଆହ୍ବାନର ଉଚିତ୍ ଜବାବ ଦେବା ପାଇଁ ଆମ ସେନାବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ