CBSE ଦଶମ ପରୀକ୍ଷାରେ ଛାତ୍ରଙ୍କ କୃତିତ୍ୱ
ପାଟଣା,୧୫ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲ CBSE ପରିଚାଳିତ ଦଶମ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ପାଇଛି। ଏହି ବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ର ପାସ୍ କରିଥିବା ବେଳେ ପ୍ରଥମ କରି ପରୀକ୍ଷାର୍ଥୀମାନେ ଦଶମ ପରୀକ୍ଷା ଦେଇଥିଲେ। ଛାତ୍ର ଜୟନ୍ତ ମଲ୍ଲିକ ସର୍ବାଧିକ ୭୭ ପ୍ରତିଶତ, ମହମ୍ମଦ ଆସାଲାନ ସିଦ୍ଧିକି ୬୬ ପ୍ରତିଶତ ନମ୍ବର ରଖିଛନ୍ତି ଓ ସମୀର ପଟ୍ଟାୟତ ଏବଂ ପ୍ରଦୀପ ହେସା ଦିତୀୟ ଶ୍ରେଣୀରେ ପାସ କରିଛନ୍ତି। […] The post CBSE ଦଶମ ପରୀକ୍ଷାରେ ଛାତ୍ରଙ୍କ କୃତିତ୍ୱ appeared first on Dharitri Odia News.
ପାଟଣା,୧୫ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲ CBSE ପରିଚାଳିତ ଦଶମ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ପାଇଛି। ଏହି ବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ର ପାସ୍ କରିଥିବା ବେଳେ ପ୍ରଥମ କରି ପରୀକ୍ଷାର୍ଥୀମାନେ ଦଶମ ପରୀକ୍ଷା ଦେଇଥିଲେ। ଛାତ୍ର ଜୟନ୍ତ ମଲ୍ଲିକ ସର୍ବାଧିକ ୭୭ ପ୍ରତିଶତ, ମହମ୍ମଦ ଆସାଲାନ ସିଦ୍ଧିକି ୬୬ ପ୍ରତିଶତ ନମ୍ବର ରଖିଛନ୍ତି ଓ ସମୀର ପଟ୍ଟାୟତ ଏବଂ ପ୍ରଦୀପ ହେସା ଦିତୀୟ ଶ୍ରେଣୀରେ ପାସ କରିଛନ୍ତି। ବିଦ୍ୟାଳୟର ଦଶମ ଶ୍ରେଣୀର ପ୍ରଥମ ବ୍ୟାଚ୍ କୃତୀ ପରୀକ୍ଷାର୍ଥୀମାନଙ୍କୁ ବିଦ୍ୟାଳୟର ଚେୟାରମ୍ୟାନ ଅଜୟ କୁମାର ଦାଶ, ସମ୍ପାଦକ ଅବିନାଶ ଦାଶ ଓ ଅଧ୍ୟକ୍ଷ ଗଣେଶ୍ୱର ଦାଶ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି।
The post CBSE ଦଶମ ପରୀକ୍ଷାରେ ଛାତ୍ରଙ୍କ କୃତିତ୍ୱ appeared first on Dharitri Odia News.