Chandigarh under Attack Alert: ଚଣ୍ଡିଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍ ; ଲୋକଙ୍କୁ ଘରେ ରହିବାକୁ ଅପିଲ

ପଞ୍ଜାବର ଚଣ୍ଡିଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍‌। ଆକାଶ ମାର୍ଗରୁ ପାକିସ୍ତାନ ଡ୍ରୋନ ଆଟାର୍କ କରି ନେଇ ଆଶଙ୍କା ରହିଛି। ଏଥିପାଇଁ ଯୁଦ୍ଧ ସାଇରନ୍‌ ବଜାଯାଇ ସମସ୍ତ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।

Chandigarh under Attack Alert: ଚଣ୍ଡିଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍ ; ଲୋକଙ୍କୁ ଘରେ ରହିବାକୁ ଅପିଲ
Array