Chariot Pulling Resumes Today After Abakash Niti in Puri Rath Yatra

#ଆଜି_ପୁଣି_ହେବ_ରଥଟଣା ଆଜି ପୁଣି ହେବ ରଥଟଣା। ସକାଳ ସାଢ଼େ ୯ଟାରୁ ଟଣା ହେବ ବଡ଼ଦାଣ୍ଡରେ ଅଟକିଥିବା ୩ ରଥ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଅବକାଶ ନୀତି ପରେ ସକାଳ ୯ଟା ୩୦ରେ ରଥ ଟଣାଯିବ ବୋଲି ସୂଚନା ମିଳିଛି। Th