Chartered Accountant Blackmailed: ଭିଡିଓ ଭାଇରାଲ୍ କରିଦେବାକୁ ଧମକ ଦେଇ ନେଇଗଲେ ୩ କୋଟି, ଜୀବନ ହାରିଲେ ଚାଟର୍ଡ ଆକାଉଣ୍ଟାଣ୍ଟ
ଦୁଇ ଯୁବକ ରାହୁଲ ପରୱାନୀ ଓ ସାବା କ୍ୟୁରେସୀ ଧମକ ଦେଇ କୋଟି କୋଟି ଟଙ୍କା ନେଇଯାଇଛନ୍ତି । ଯେତେ ଟଙ୍କା ଦେଲେ ବି ସେମାନେ ଧମକ ଦେଇ ପୁଣି ଟଙ୍କା ମାଗୁଥିଲେ । କହୁଥିଲେ, ଆମ ପାଖରେ ଥିବା ଭିଡିଓ ସର୍କୁଲେଟ୍ କରିଦେବୁ ।