Child Abduction Cases in Odisha: ବଢ଼ୁଛି ଉଦ୍‌ବେଗ; ଛୁଆ ଚୋରି ଓ ନିଖୋଜ ଘଟଣାରେ ବ୍ରେକ୍ କେବେ ?

ପୁଣି ଶିଶୁ ନିଖୋଜ ଅଭିଯୋଗ, ପୁଣି ଅଭାବନୀୟ ପରିସ୍ଥିତି। ଆଜିକୁ ୬ ଦିନ ହେବ ୧୧ ବର୍ଷର ପୁଅକୁ ନପାଇ ଭାଙ୍ଗି ପଡିଛି ମାଆ। ଏପଟେ ହଜିଲା ପୁଅକୁ ପାଇବା ଆଶାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୁହାରୀ କରୁଛି ଅସହାୟ ବାପା। 

Child Abduction Cases in Odisha: ବଢ଼ୁଛି ଉଦ୍‌ବେଗ; ଛୁଆ ଚୋରି ଓ ନିଖୋଜ ଘଟଣାରେ ବ୍ରେକ୍ କେବେ ?
Array