Wad Of Currency Notes Found: ରାଜ୍ୟସଭାରେ ନୋଟ୍ ବିଡ଼ା, କଂଗ୍ରେସ ସାଂସଦଙ୍କ ସିଟ୍‌ରୁ ମିଳିଲା

ରାଜ୍ୟସଭା ମୁଲତବୀ ହେବା ପରେ ସୁରକ୍ଷା କର୍ମୀମାନେ ଯାଞ୍ଚ କରିବା ବେଳେ ଏହି ନୋଟ୍ ବିଡ଼ା ଠାବ କରିଛନ୍ତି । ଏହି ୨୨୨ ସିଟ୍‌ଟି ତେଲଙ୍ଗାନାର କଂଗ୍ରେସ ସାଂସଦ ଅଭିଷେକ ମନୁ ସିଂଘଭିଙ୍କୁ ଆଲଟ୍ କରାଯାଇଛି । ରୁଟିନ୍ ଚେକ୍ ବେଳେ ସିଟରେ ଏହି ନୋଟ୍ ଥିବା ଜଣାପଡିଥିଲା । ସୁରକ୍ଷା କର୍ମୀମାନେ ତୁରନ୍ତ ଏହା ତାଙ୍କ ଦୃଷ୍ଟିକୁ ଆଣିଥିଲେ ବୋଲି କହିଛନ୍ତି ଧନକଡ । ତେଣୁ ଏହାର ତଦନ୍ତ କରାଯାଉଛି ।

Wad Of Currency Notes Found: ରାଜ୍ୟସଭାରେ ନୋଟ୍ ବିଡ଼ା, କଂଗ୍ରେସ ସାଂସଦଙ୍କ ସିଟ୍‌ରୁ ମିଳିଲା
Array