Shrimandira Parichalana Committee: ଶ୍ରୀମନ୍ଦିର ପରିଚାଳନା କମିଟି ନବକଳେବର, ୮ ମାସ ହେବ ଘୋଷଣା ହୋଇପାରୁନି ନୂଆ କମିଟି
ନୂଆ କମିଟିର ଘୋଷଣା ପାଇଁ ଏଇ ସପ୍ତାହ-ଆସନ୍ତା ସପ୍ତାହ କହି ଖାଲି ସମୟ ଗଡ଼ା ଚାଲିଛି ଯାହା। ଏହାକୁ ନେଇ ସେବାୟତଙ୍କ ଭିତରେ ଅସନ୍ତୋଷ ତେଜୁଥିଲା ବେଳେ ଏହାର ପ୍ରଭାବ ଆଗାମୀ ରଥଯାତ୍ରା ଉପରେ ପଡ଼ିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି।