cm exclusive interview: ବାଦ୍ ପଡ଼ିନାହାନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ , ନିଜେ ସ୍ବୀକାର କଲେ
ବଢ଼ି ଚାଲିଛି କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ଭିତରେ ଅସନ୍ତୁଳନ । କେମିତି ବାଦ୍ ପଡ଼ିନାହାନ୍ତି ଖୋଦ୍ ସିଏମ୍, ଓଟିଭି ଇଣ୍ଟରଭ୍ୟୁରେ ବଖାଣିଲେ ଅନୁଭବ ।ୱାର୍କ ସହ ଲାଇଫକୁ ବାଲାନ୍ସ ପାଇଁ ଯୋଗ ଗୁରୁ ଓ ଡାକ୍ତରଙ୍କ ଟିପ୍ସ