ICSE Result Announced: ପ୍ରକାଶ ପାଇଲା ICSE ଦଶମ ଓ ଦ୍ୱାଦଶ ରେଜଲ୍ଟ

ଛାତ୍ରଛାତ୍ରୀ ମାନେ CISCEର ଅଫିସିଆଲ ୱେବସାଇଟ cisce.org କୁ ଯାଇ ସେମାନଙ୍କର ଫଳାଫଳ ଦେଖିପାରିବେ। ଫଳାଫଳ ଯାଞ୍ଚ କରିବା ପାଇଁ, ଛାତ୍ରଛାତ୍ରୀମାନଙ୍କୁ ୱେବସାଇଟକୁ ଯାଇ ସେମାନଙ୍କର ଶ୍ରେଣୀ ଚୟନ କରିବାକୁ ପଡିବ, ତା’ପରେ ୟୁନିକ ଆଇଡି ଏବଂ ଇଣ୍ଡେକ୍ସ ନମ୍ବର ଲେଖି ଦାଖଲ କରିବାକୁ ପଡିବ।

ICSE Result Announced: ପ୍ରକାଶ ପାଇଲା ICSE ଦଶମ ଓ ଦ୍ୱାଦଶ ରେଜଲ୍ଟ
Array