କ'ଣ ନୂଆ କରିବେ କି ମେଡାଲିଷ୍ଟ ? ଭାଇରାଲ ହେଲା ମିଷ୍ଟର ୩୬୦, ମନୁ ଭାକରଙ୍କ ପଟୋ

ନୂଆଦିଲ୍ଲୀ ୨୬/୦୮: ଚଳିତ ମାସ ୧୧ ତାରିଖରେ ଶେଷ ହୋଇଛି ପ୍ୟାରିସ ଅଲିମ୍ପିକ୍ସ । ପ୍ରତିଯୋଗିତାରେ ଭାରତ ଖାତାରେ ଥିଲା ମୋଟ ୬ ପଦକ । ଯେଉଁଥିରେ ଗୋଟିଏ ରୌପ୍ୟଏବ ୫ ବ୍ରୋଞ୍ଜ । କେବଳ ସୁଟିଂ କୁଇନ୍ ମନୁ ଭାକର ଦେଶକୁ ଦେଇଛନ୍ତି ଦୁିଟି ମେଡାଲ । ଏମିତିକ କରିବାରେ ସେ ହୋଇଛନ୍ତି ପ୍ରଥମ ମହିଳା ଭାରତୀୟ ଆଥ୍‌ଲେଟ୍ । ଏବେ ମନୁ ଭାକର ଭାରତୀୟ ଟି-୨୦ କ୍ରିକେଟ ଟିମ୍‌ର କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବଙ୍କ ସାକ୍ଷାତ କରିଛନ୍ତି । ସୋସିାଲ ମିଡିଆରେ ଭାଇରାଲ ହେଉଛି ଉଭୟଙ୍କ ଏହି ଫଟୋ । ଏହି ଫଟୋ ମନୁ ତାଙ୍କର ସୋସିଆଲ ମିଡିଆ ସାଇଟ୍‌ରେ ସେୟାର କରିଛନ୍ତି । ଯେଉଁଥିରେ ମନୁ ବ୍ୟାଟ୍ ଧରି ସଟ୍‌ ଖେଳୁଥିବା ନଜର ଆସିଛନ୍ତି । Learning techniques of a new sport with the Mr. 360 of India! @surya_14kumar ???? pic.twitter.com/nWVrwxWYqy— Manu Bhaker???????? (@realmanubhaker) August 25, 2024ସେହିଭଳି ସୂର୍ଯ୍ୟା ପିଷ୍ଟଲ ଚଲାଉଥିବାର ଦେଖିବାକୁ ମିଳିଛନ୍ତି । ମନୁ ଲେଖିଛନ୍ତି ଭାରତର ମିଷ୍ଟର ୩୬୦ଙ୍କ ସହ ନୂଆ ଖେଳର ଟେକ୍‌ନିକ୍ ସିଖୁଛି । ଯାହା ଜଣାପଡୁଛି ଏହ ପଟୋ କୌଣସି ଆଡ ସୁଟ୍ ବେଳର । ଭାରତୀୟ କ୍ରିକେଟ ଟିମ୍ ୧୯ ଡିସେମ୍ୱରରୁ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ଖେଳିବ । ଏହା ପୂର୍ବରୁ ସୂର୍ଯ୍ୟା ୫ ସେପ୍ଟେମ୍ୱରରେ ଘରୋଇ ଟୁର୍ଣ୍ଣାମେଣ୍ଟ ଦିଲ୍ଲୀପ ଟ୍ରଫି ଖେଳୁଥିବା ଦେଖିବାକୁ ମିଳିବ । 

କ'ଣ ନୂଆ କରିବେ କି ମେଡାଲିଷ୍ଟ ? ଭାଇରାଲ ହେଲା ମିଷ୍ଟର ୩୬୦, ମନୁ ଭାକରଙ୍କ ପଟୋ

ନୂଆଦିଲ୍ଲୀ ୨୬/୦୮: ଚଳିତ ମାସ ୧୧ ତାରିଖରେ ଶେଷ ହୋଇଛି ପ୍ୟାରିସ ଅଲିମ୍ପିକ୍ସ । ପ୍ରତିଯୋଗିତାରେ ଭାରତ ଖାତାରେ ଥିଲା ମୋଟ ୬ ପଦକ । ଯେଉଁଥିରେ ଗୋଟିଏ ରୌପ୍ୟଏବ ୫ ବ୍ରୋଞ୍ଜ । କେବଳ ସୁଟିଂ କୁଇନ୍ ମନୁ ଭାକର ଦେଶକୁ ଦେଇଛନ୍ତି ଦୁିଟି ମେଡାଲ । ଏମିତିକ କରିବାରେ ସେ ହୋଇଛନ୍ତି ପ୍ରଥମ ମହିଳା ଭାରତୀୟ ଆଥ୍‌ଲେଟ୍ । 

ଏବେ ମନୁ ଭାକର ଭାରତୀୟ ଟି-୨୦ କ୍ରିକେଟ ଟିମ୍‌ର କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବଙ୍କ ସାକ୍ଷାତ କରିଛନ୍ତି । ସୋସିାଲ ମିଡିଆରେ ଭାଇରାଲ ହେଉଛି ଉଭୟଙ୍କ ଏହି ଫଟୋ । ଏହି ଫଟୋ ମନୁ ତାଙ୍କର ସୋସିଆଲ ମିଡିଆ ସାଇଟ୍‌ରେ ସେୟାର କରିଛନ୍ତି । ଯେଉଁଥିରେ ମନୁ ବ୍ୟାଟ୍ ଧରି ସଟ୍‌ ଖେଳୁଥିବା ନଜର ଆସିଛନ୍ତି । 

ସେହିଭଳି ସୂର୍ଯ୍ୟା ପିଷ୍ଟଲ ଚଲାଉଥିବାର ଦେଖିବାକୁ ମିଳିଛନ୍ତି । ମନୁ ଲେଖିଛନ୍ତି ଭାରତର ମିଷ୍ଟର ୩୬୦ଙ୍କ ସହ ନୂଆ ଖେଳର ଟେକ୍‌ନିକ୍ ସିଖୁଛି । ଯାହା ଜଣାପଡୁଛି ଏହ ପଟୋ କୌଣସି ଆଡ ସୁଟ୍ ବେଳର । ଭାରତୀୟ କ୍ରିକେଟ ଟିମ୍ ୧୯ ଡିସେମ୍ୱରରୁ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ଖେଳିବ । ଏହା ପୂର୍ବରୁ ସୂର୍ଯ୍ୟା ୫ ସେପ୍ଟେମ୍ୱରରେ ଘରୋଇ ଟୁର୍ଣ୍ଣାମେଣ୍ଟ ଦିଲ୍ଲୀପ ଟ୍ରଫି ଖେଳୁଥିବା ଦେଖିବାକୁ ମିଳିବ ।