CM Mohan Majhi: ‘ମୋହନ ମାଝୀ କ’ଣ ତିନି ମାସରେ ଟଙ୍କା ଗଛ ଫଳେଇ ଦେଲା’

ବଲାଙ୍ଗୀର ପଥରଚେପା ଠାରେ ଆଜି ରାଜ୍ୟ ସ୍ତରୀୟ କୃଷକ ଶକ୍ତି ସମାବେଶ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦାନ କରି ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ କୃଷକ ମାନଙ୍କ ଯୋଗଦାନ ଓ ଭୂମିକା ସମ୍ପର୍କରେ କହିଥିଲେ।

CM Mohan Majhi: ‘ମୋହନ ମାଝୀ କ’ଣ ତିନି ମାସରେ ଟଙ୍କା ଗଛ ଫଳେଇ ଦେଲା’
Array