Coconut Tree Accident: ଏମିତି ବି ଆସେ ମୃତ୍ୟୁ ! ରାମଲୀଳା ଦେଖୁଥିଲେ, ନଡ଼ିଆ ଗଛ ପଡି ଚାଲିଗଲା ଜୀବନ

ରାମଳୀଲା ଦେଖୁଥିବା ବେଳେ ନଡ଼ିଆ ଗଛ ପଡ଼ି ଚାଲିଗଲା ଜଣଙ୍କ ଜୀବନ । ୪ ଜଣ ଗୁରୁତର ହସ୍ପିଟାଲରେ ଭର୍ତ୍ତି । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବଳରାମପୁର ଗାଁରେ ଘଟିଛି ଏହି ଅଘଟଣ ।

Coconut Tree Accident: ଏମିତି ବି ଆସେ ମୃତ୍ୟୁ ! ରାମଲୀଳା ଦେଖୁଥିଲେ, ନଡ଼ିଆ ଗଛ ପଡି ଚାଲିଗଲା ଜୀବନ
Array