COVID-19 Situation: ଆସିଲା ଟେଷ୍ଟିଂ କିଟ୍, କୋଭିଡ୍ ଓ ଡେଙ୍ଗୁ ସ୍ଥିତି ନେଇ ଏମିତି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ...

କିଛି ଦିନର ବ୍ୟବଧାନ ପରେ ପୁଣି ଚିନ୍ତା ବଢାଇଛି କୋଭିଡ । ରାଜ୍ୟରେ କେମିତି ରହିଛି କୋଭିଡ ସ୍ଥିତି ? ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେଉଁ ସବୁ ପଦକ୍ଷେପ ନିଆଯାଉଛି ? ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ସ୍ୱାସ୍ଥ୍ୟମନ୍ତ୍ରୀ କ'ଣ କହିଛନ୍ତି ? ଆସନ୍ତୁ ଜାଣିବା ।

COVID-19 Situation: ଆସିଲା ଟେଷ୍ଟିଂ କିଟ୍, କୋଭିଡ୍ ଓ ଡେଙ୍ଗୁ ସ୍ଥିତି ନେଇ ଏମିତି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ...
Array