COVID-19: ପୁଣି ବ୍ୟାପିଲାଣି କରୋନା; ରାଜ୍ୟରେ ଆଉ ୫ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ

ଓଡିଶାରେ ପୁଣି କରୋନା ବ୍ୟାପି ଚାଲିଛି। ଦ୍ୱିତୀୟ କରୋନା ପଜିଟିଭ୍ ଚିହ୍ନଟ ପରେ ଜଣେ ବ୍ୟକ୍ତି ଚିକିତ୍ସାଧୀନ। ଏହି ବ୍ୟକ୍ତି ଦିଲ୍ଲୀରୁ ଫେରିଥିଲେ। ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ କରୋନା ବ୍ୟାପୁଛି।

COVID-19: ପୁଣି ବ୍ୟାପିଲାଣି କରୋନା; ରାଜ୍ୟରେ ଆଉ ୫ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ
Array