Cyber Scam Arrest: ଓଡ଼ିଶାରେ ଠକେଇ, ବିହାରରୁ ଗିରଫ; ନକଲି ପରିଚୟ କରି ଠକୁଥିଲା ସାଇବର ଠକ

ପେଟ୍ରୋଲ ପମ୍ପ କରାଇଦେବାକୁ କହି ଜଣେ ବ୍ୟକ୍ତିଙ୍କଠାରୁ ୨୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗରେ ବିହାରରୁ ଜଣେ ସାଇବର ଠକକୁ ଗିରଫ କରିଛି ଭୁବନେଶ୍ବର ସାଇବର ପୋଲିସ।

Cyber Scam Arrest: ଓଡ଼ିଶାରେ ଠକେଇ, ବିହାରରୁ ଗିରଫ; ନକଲି ପରିଚୟ କରି ଠକୁଥିଲା ସାଇବର ଠକ
Array