Deep Depression Movement: ଘଣ୍ଟାପ୍ରତି ୧୮ କିମି ବେଗରେ ଗତି କରୁଛି ଗଭୀର ଅବପାତ; ଆଜି ସ୍ଥଳଭାଗ ଛୁଇଁବ

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଟି ବର୍ତ୍ତମାନ ଉତ୍ତର-ଉତ୍ତର ପୂର୍ବ ଦିଗରେ ଘଣ୍ଟାପ୍ରତି ୧୮ କିମି ବେଗରେ ଗତି କରୁଛି। ଏହା ପଶ୍ଚିମବଙ୍ଗର ବସିରହାଟରୁ ୫୦ କିମି ଦୂରରେ ଏବଂ ବାଂଲାଦେଶର ଢାକା ଠାରୁ ୧୫୦ କିମି ଦୂରରେ ରହିଛି।

Deep Depression Movement:  ଘଣ୍ଟାପ୍ରତି ୧୮ କିମି ବେଗରେ ଗତି କରୁଛି ଗଭୀର ଅବପାତ; ଆଜି ସ୍ଥଳଭାଗ ଛୁଇଁବ
Array