Deputy Chief Of Army Staff: ଅପରେସନ ସିନ୍ଦୂରରେ କାହିଁକି ପଛଘୁଞ୍ଚା ଦେଇଥିଲା ପାକିସ୍ତାନ, ସତ କଥା କହିଲେ ସ୍ଥଳସେନା ଉପମୁଖ୍ୟ

ଚୀନ ପାକିସ୍ତାନକୁ ସବୁ ପ୍ରକାରର ସହାୟତା ଯୋଗାଇ ଦେଉଥିଲା । ପାକିସ୍ତାନର ୮୧ ପ୍ରତିଶତ ମିଲିଟାରୀ ହାର୍ଡୱେର ଥିଲା ଚୀନର । ଚୀନ୍ ମଧ୍ୟ ଅନ୍ୟ ଅସ୍ତ୍ର ବିରୋଧରେ ନିଜର ଅସ୍ତ୍ର ପରୀକ୍ଷଣ କରୁଥିଲା । ଏହା ପାକିସ୍ତାନ ପାଇଁ ଏକ ଲାଇଭ୍ ଲାବ୍ ଭଳି କାମ କରୁଥିଲା । ତୁର୍କୀ ମଧ୍ୟ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରିବାକୁ ଆଗେଇ ଆସିଥିଲା ।

Deputy Chief Of Army Staff: ଅପରେସନ ସିନ୍ଦୂରରେ କାହିଁକି ପଛଘୁଞ୍ଚା ଦେଇଥିଲା ପାକିସ୍ତାନ, ସତ କଥା କହିଲେ ସ୍ଥଳସେନା ଉପମୁଖ୍ୟ
Array