Diarrhea Outbreak: ଝାଡ଼ାବାନ୍ତି ରୋଗୀଙ୍କୁ ଚୁଡା ସାଙ୍ଗେ ଦେଲେ କଞ୍ଚା କଦଳୀ
ଝାଡ଼ାବାନ୍ତି ଆକ୍ରାନ୍ତଙ୍କୁ ଚୁଡ଼ାରେ ଦେଲେ କଞ୍ଚା କଦଳୀ । ଯାଜପୁର ରୋଡ୍ ହସ୍ପିଟାଲରେ ଦିଆଯାଉଥିଲା କଞ୍ଚା କଦଳୀ । ରୋଗୀଙ୍କୁ କଞ୍ଚା କଦଳୀ ଦେବାକୁ ନେଇ ଉଠିଲା ପ୍ରଶ୍ନ । ଡାଏଟ୍ କଣ୍ଟ୍ରାକ୍ଟରଙ୍କୁ ତାଗିଦ କଲେ ସ୍ୱାସ୍ଥ୍ୟ ଅଧିକାରୀ ।