Panchang Today 12th October 2024: ଆଜିର ପଞ୍ଚାଙ୍ଗ, ମହା ନବମୀରେ ଶୁଭ ସମୟ ଦେଖି ମାଆଙ୍କ ପୂଜା କରନ୍ତୁ
ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୨ ତାରିଖ ଶନିବାର ଚନ୍ଦ୍ର- ମକର ଅହୋରାତ୍ର ତିଥି- ୯ମୀ ଦିବା ୧୦.୫୮ ଗତେ ୧୦ମୀ ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର ଘାତବାର- ବୃଷ , ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ

ଶୁଭସମୟ-
ପ୍ରାତଃ- ୦୭.୧୭ ରୁ ୦୮.୩୮
ଦିବା- ୧୧.୫୬ ରୁ ୦୧.୦୦
ଦିବା- ୦୨.୨୭ ରୁ ୦୩.୦୨
ଦିବା- ୦୩.୪୮ ରୁ ୦୩.୫୪
ରାତ୍ରି- ୦୨.୨୬ ରୁ ୦୩.୧୫
ଅଶୁଭସମୟ-
ରାହୁକାଳ- ୦୮.୩୮ ରୁ ୧୦.୦୫
କାଳବେଳା- ପ୍ରାତଃ ୦୫.୪୪ ରୁ ୦୭.୧୧ ଓ ଦିବା ୦୩.୫୪ ରୁ ୦୫.୨୧
ବାରବେଳା- ଦିବା ୦୧.୦୦ ରୁ ୦୨.୨୭
କାଳରାତ୍ରି- ସନ୍ଧ୍ୟା ୦୫.୨୧ ରୁ ୦୬.୫୪ ଓ ରାତ୍ରି ୦୪.୧୧ ରୁ ୦୫.୪୪