ସମାପନ ହେଲା ଶ୍ରୀ ବାଣୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହଳଦୀପାଣି ଉତ୍ସବ
ଭୁବନେଶ୍ୱର: ଶ୍ରୀ ବାଣୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହଳଦୀପାଣି ଉତ୍ସବ ଆଜି ସମାପନ ହୋଇଯାଇଛି । ପ୍ରଥମ ସେବକ ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ ସମସ୍ତ ରୀତିନୀତି ସମାପ୍ତ ହେବାପରେ ମହାପ୍ରଭୁଙ୍କ ଚାପ କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା । ଗତକାଲି ଭଉଁରୀ ଶେଷ ହେବାପରେ ରଥଚକ ଯୋଡ଼ା କାର୍ଯ୍ୟ ଆରମ୍ଭ ହୋଇଛି । The post ସମାପନ ହେଲା ଶ୍ରୀ ବାଣୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହଳଦୀପାଣି ଉତ୍ସବ appeared first on KNews Odisha.

ଭୁବନେଶ୍ୱର: ଶ୍ରୀ ବାଣୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହଳଦୀପାଣି ଉତ୍ସବ ଆଜି ସମାପନ ହୋଇଯାଇଛି । ପ୍ରଥମ ସେବକ ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ ସମସ୍ତ ରୀତିନୀତି ସମାପ୍ତ ହେବାପରେ ମହାପ୍ରଭୁଙ୍କ ଚାପ କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା । ଗତକାଲି ଭଉଁରୀ ଶେଷ ହେବାପରେ ରଥଚକ ଯୋଡ଼ା କାର୍ଯ୍ୟ ଆରମ୍ଭ ହୋଇଛି ।
The post ସମାପନ ହେଲା ଶ୍ରୀ ବାଣୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହଳଦୀପାଣି ଉତ୍ସବ appeared first on KNews Odisha.