ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଅଷ୍ଟମ ତାଲିକା ପ୍ରକାଶ କଲା ବିଜେପି
ଭାରତୀୟ ଜନତା ପାର୍ଟି ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଅଷ୍ଟମ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଓଡିଶାର ୩ଟି ଲୋକସଭା ଆସନ ସମେତ ପଞ୍ଜାବର ୬ଟି ଏବଂ ପଶ୍ଚିମବଙ୍ଗର ୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଏଥିରେ ବଡ ଖବର ହେଉଛି ପଞ୍ଜାବର ଗୁରୁଦାସପୁର ଲୋକସଭା ଆସନରୁ ସାଂସଦ ତଥା ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ଟିକେଟ୍ ବାତିଲ କରାଯାଇଛି। ତାଙ୍କ ସ୍ଥାନରେ ଦୀନେଶ ସିଂଙ୍କୁ ଟିକେଟ ଦିଆଯାଇଛି। ଏହା ବ୍ୟତୀତ ଅନ୍ୟ ଦଳର […] The post ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଅଷ୍ଟମ ତାଲିକା ପ୍ରକାଶ କଲା ବିଜେପି appeared first on KNews Odisha.

ଭାରତୀୟ ଜନତା ପାର୍ଟି ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଅଷ୍ଟମ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଓଡିଶାର ୩ଟି ଲୋକସଭା ଆସନ ସମେତ ପଞ୍ଜାବର ୬ଟି ଏବଂ ପଶ୍ଚିମବଙ୍ଗର ୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି।
ଏଥିରେ ବଡ ଖବର ହେଉଛି ପଞ୍ଜାବର ଗୁରୁଦାସପୁର ଲୋକସଭା ଆସନରୁ ସାଂସଦ ତଥା ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ଟିକେଟ୍ ବାତିଲ କରାଯାଇଛି। ତାଙ୍କ ସ୍ଥାନରେ ଦୀନେଶ ସିଂଙ୍କୁ ଟିକେଟ ଦିଆଯାଇଛି। ଏହା ବ୍ୟତୀତ ଅନ୍ୟ ଦଳର ସାଂସଦମାନଙ୍କୁ ମଧ୍ୟ ଟିକେଟ ଦିଆଯାଇଛି।
୫୪୩ ସଦସ୍ୟ ବିଶିଷ୍ଟ ଲୋକସଭା ନିର୍ବାଚନ ପାଇଁ ବିଜେପି ଏପର୍ଯ୍ୟନ୍ତ ୪୧୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏପ୍ରିଲ ୧୯ରୁ ଜୁନ୍ ୧ ମଧ୍ୟରେ ୭ଟି ପର୍ଯ୍ୟାୟରେ ୫୪୩ ଲୋକସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଭୋଟ୍ ଗଣନା ଜୁନ୍ ୪ରେ ହେବ।
The post ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଅଷ୍ଟମ ତାଲିକା ପ୍ରକାଶ କଲା ବିଜେପି appeared first on KNews Odisha.