Diarrhea outbreak: ନିୟନ୍ତ୍ରଣକୁ ଆସୁନି ଝାଡାବାନ୍ତି, ଠାକୁରଙ୍କ ପାଖରେ ଶରଣ ପଶିଛନ୍ତି ଗ୍ରାମବାସୀ

ହଇଜା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଥିବା ବେଳେ ଏଯାଏ ୧୨ ଜଣଙ୍କ ଜୀବନ ଗଲାଣି। ତେବେ ସରକାରୀ ତଥ୍ୟ ଅନୁସାରେ ମୃତ୍ୟୁ ସଂଖ୍ୟା ୬। ଯାଜପୁରରେ ପହଁଚି ସ୍ଥିତି ସମୀକ୍ଷା କରିଛି କେନ୍ଦ୍ରୀୟ ଟିମ୍।

Diarrhea outbreak: ନିୟନ୍ତ୍ରଣକୁ ଆସୁନି ଝାଡାବାନ୍ତି, ଠାକୁରଙ୍କ ପାଖରେ ଶରଣ ପଶିଛନ୍ତି ଗ୍ରାମବାସୀ
Array