UPI Services Outage: କାମ କରୁନି UPI, ବାରମ୍ବାର ଫେଲ୍ ହେଉଛି ଟ୍ରାଞ୍ଜାକସନ

୨ରୁ ୩ ଘଣ୍ଟା ହେଲା ଡାଉନ୍ ହୋଇଯାଇଛି ୟୁପିଆଇ । ଫଳରେ ଫୋନ୍ ପେ', ଗୁଗୁଲ୍ ପେ' ସହ ଅନ୍ୟ ଟ୍ରାଞ୍ଜାକ୍ସନ ଆପ୍ ରେ ଟ୍ରାଞ୍ଜାକ୍ସନ ହୋଇପାରୁନି । ଫେଲ୍‌ଡ ହୋଇଯାଉଛି ଟ୍ରାଞ୍ଜାକ୍ସନ ।

UPI Services Outage: କାମ କରୁନି UPI, ବାରମ୍ବାର ଫେଲ୍ ହେଉଛି ଟ୍ରାଞ୍ଜାକସନ
Array