Pakistan's Target on 12 Odisha Districts: କାହିଁକି ପାକିସ୍ତାନ ନିଶାନାରେ ଓଡିଶାର ଏହି ୧୨ ସ୍ଥାନ ଜାଣନ୍ତୁ

ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆଶଙ୍କା ଘନଉଥିବା ବେଳେ ଓଡିଶାର ୧୨ ସ୍ଥାନକୁ ହାଇ ଆଲର୍ଟରେ ରଖାଯାଇଛି । ପାକିସ୍ତାନ ପକ୍ଷ ଏହି ସବୁ ଅଂଚଳରେ ଆକ୍ରମଣ କରିବା ସମ୍ଭାବନା ରହିଛି ।

Pakistan's Target on 12 Odisha Districts: କାହିଁକି ପାକିସ୍ତାନ ନିଶାନାରେ ଓଡିଶାର ଏହି ୧୨ ସ୍ଥାନ ଜାଣନ୍ତୁ
Array