Diarrhea Spreads In Banki: ଯାଜପୁରରେ ଅଣାୟତ୍ତ, ଏଣେ କଟକ ଜିଲ୍ଲାକୁ ବ୍ୟାପିଲା

ଯାଜପୁର ଓ ଭଦ୍ରକ ପରେ କଟକ ଜିଲ୍ଲା ବାଙ୍କୀକୁ ବ୍ୟାପିଲା ଝାଡ଼ାବାନ୍ତି । ୨୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଆଠଗଡ଼ ହସ୍ପିଟାଲରେ ୫ ଜଣ ଚିକିତ୍ସାଧୀନ ଅଛନ୍ତି । ପ୍ରଭାବିତ ଗାଁରେ ପହଞ୍ଚି ମାଗଣା ଔଷଧପତ୍ର ବଣ୍ଟନ କଲେ ଡାକ୍ତରୀ ଟିମ୍ ।

Diarrhea Spreads In Banki: ଯାଜପୁରରେ ଅଣାୟତ୍ତ, ଏଣେ କଟକ ଜିଲ୍ଲାକୁ ବ୍ୟାପିଲା
Array