Digha Jagannath Dham Dispute: ଇସ୍କନ ଧରାଇଦେଲା ଦିଦିଙ୍କ ମିଛ; କହିଲା, ଦୀଘାକୁ ଧାମ ନାଁ ଦେବା ମମତା ସରକାରର ନିଷ୍ପତ୍ତି

ହାତ ଝାଡ଼ିଦେଲା ଇସ୍କନ । ଧରାଇଦେଲା ଦିଦିଙ୍କ ମିଛ । କହିଲା- ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ କହିବା ପଛରେ ଆମ ଭୂମିକା ଶୂନ୍ । ସବୁ ପଶ୍ଚିମବଙ୍ଗ ସରକାରଙ୍କ ଡିସିସନ୍ ।

Digha Jagannath Dham Dispute: ଇସ୍କନ ଧରାଇଦେଲା ଦିଦିଙ୍କ ମିଛ; କହିଲା, ଦୀଘାକୁ ଧାମ ନାଁ ଦେବା ମମତା ସରକାରର ନିଷ୍ପତ୍ତି
Array