Digital Payment System: ATM, ପର୍ସରେ ଟଙ୍କା ନାହିଁ UPI ଅଚଳ ହେଲେ କ'ଣ କରିବେ ?
Problem Of Money: ଅନଲାଇନ୍ ପେମେଣ୍ଟ କରିଦେବେ ବୋଲି ଭାବିଥିବେ କିନ୍ତୁ ଫୋନ ପେ କିମ୍ବା ଗୁଗୁଲ ପେ ରେ ପେମେଣ୍ଟ କରିବା ବେଳକୁ ୟୁପିଆଇ ଟ୍ରାନ୍ଜାକସନ ବା ପେମେଣ୍ଟ ହେଉନଥିବ । ନା ଟଙ୍କା ଦେଇ ପାରୁଥିବେ ନା କିଛି କହି ପାରୁଥିବେ । ସେତେବେଳେ ଆପଣ ଏକ ଅଜବ ସ୍ଥିତିରେ ପଡି ପାରନ୍ତି । ସାରା ଦେଶରେ ଅନଲାଇନ୍ ଟଙ୍କା ନେଣଦେଣ ବା ୟୁପିଆଇ ଟ୍ରାନଜାକସନ ସମସ୍ୟା ବଢୁଥିବାରୁ ୟୁଜର୍ସଙ୍କ ଏହାକୁ ନେଇ ଟେନସନ ବଢିବା ସ୍ବାଭାବିକ ।