Dy Collector Arrested: ବନ୍ଧାହେଲେ ଧର୍ମଗଡ଼ ଉପଜିଲ୍ଲାପାଳ, ରେଡ୍‌ବେଳେ ଘରୁ ବାହାରିଥିଲା ପୁଳାପୁଳା ଟଙ୍କା

ଧର୍ମଗଡ଼ର ଅଧର୍ମୀ ଉପଜିଲ୍ଲାପାଳ ଧୀମାନ ଚକମା । ଚାକିରି କ୍ୟାରିୟର ଆରମ୍ଭରୁ କରୁଥିଲେ ଲାଞ୍ଚ କାରବାର । ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ରେଡ୍ ବେଳେ ତାଙ୍କ ଘରୁ ୪୭ ଲକ୍ଷ ଟଙ୍କା ମିଳିବା ପରେ ଉପଜିଲ୍ଲାପାଳ ଗିରଫ ହୋଇଛନ୍ତି ।

Dy Collector Arrested: ବନ୍ଧାହେଲେ ଧର୍ମଗଡ଼ ଉପଜିଲ୍ଲାପାଳ, ରେଡ୍‌ବେଳେ ଘରୁ ବାହାରିଥିଲା ପୁଳାପୁଳା ଟଙ୍କା
Array