Earthquake: ଘଣ୍ଟାଏ ଭିତରେ ୫ ଥର ଶକ୍ତିଶାଳୀ ଭୂମିକମ୍ପ, ସୁନାମୀ ଆଲର୍ଟ

ରୁଷିଆର ପୂର୍ବ ଉପକୂଳରେ ଆଜି ଘଣ୍ଟାଏ ମଧ୍ୟରେ ପାଞ୍ଚଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ପେଟ୍ରୋପାଭଲୋଭସ୍କ-କାମଚାଟସ୍କିଠାରୁ ପ୍ରାୟ ୧୪୪ କିଲୋମିଟର ପୂର୍ବ ସମୁଦ୍ରରେ ଏହି ଭୂମିକମ୍ପର କେନ୍ଦ୍ରବିନ୍ଦୁ ଥିଲା।

Earthquake: ଘଣ୍ଟାଏ ଭିତରେ ୫ ଥର ଶକ୍ତିଶାଳୀ ଭୂମିକମ୍ପ, ସୁନାମୀ ଆଲର୍ଟ
Array