Earthquake: ହିମାଚଳ ପ୍ରଦେଶର ମଣ୍ଡି ସହରରେ ଭୂକମ୍ପ ଝଟକା, ଭୟରେ ଘରୁ ବାହାରକୁ ପଳାଇ ଆସିଲେ ଲୋକେ

ସିମ୍‌ଲା,୨୩।୨: ରବିବାର ସକାଳେ ହିମାଚଳ ପ୍ରଦେଶର ମଣ୍ଡି ସହରରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ୩.୭ ରହିଥିବା ସୂଚନା ମିଳିଛି। ସକାଳ ୮.୪୨ରେ ଏହି ଭୂମିକମ୍ପ ଅନୁଭବ ହୋଇଛି। ଭୟରେ ଲୋକମାନେ ତୁରନ୍ତ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ୭ କିଲୋମିଟର ଗଭୀରତାରେ ଥିଲା। ଏପର୍ଯ୍ୟନ୍ତ କୌଣସି ଜୀବନହାନିର ରିପୋର୍ଟ ନାହିଁ।   The post Earthquake: ହିମାଚଳ ପ୍ରଦେଶର ମଣ୍ଡି ସହରରେ ଭୂକମ୍ପ ଝଟକା, ଭୟରେ ଘରୁ ବାହାରକୁ ପଳାଇ ଆସିଲେ ଲୋକେ appeared first on Dharitri Odia News.

Earthquake: ହିମାଚଳ ପ୍ରଦେଶର ମଣ୍ଡି ସହରରେ ଭୂକମ୍ପ ଝଟକା, ଭୟରେ ଘରୁ ବାହାରକୁ ପଳାଇ ଆସିଲେ ଲୋକେ

ସିମ୍‌ଲା,୨୩।୨: ରବିବାର ସକାଳେ ହିମାଚଳ ପ୍ରଦେଶର ମଣ୍ଡି ସହରରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ୩.୭ ରହିଥିବା ସୂଚନା ମିଳିଛି। ସକାଳ ୮.୪୨ରେ ଏହି ଭୂମିକମ୍ପ ଅନୁଭବ ହୋଇଛି। ଭୟରେ ଲୋକମାନେ ତୁରନ୍ତ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ୭ କିଲୋମିଟର ଗଭୀରତାରେ ଥିଲା। ଏପର୍ଯ୍ୟନ୍ତ କୌଣସି ଜୀବନହାନିର ରିପୋର୍ଟ ନାହିଁ।

 

The post Earthquake: ହିମାଚଳ ପ୍ରଦେଶର ମଣ୍ଡି ସହରରେ ଭୂକମ୍ପ ଝଟକା, ଭୟରେ ଘରୁ ବାହାରକୁ ପଳାଇ ଆସିଲେ ଲୋକେ appeared first on Dharitri Odia News.