Eid 2025: ଇଦ୍ରେ ରୋମାଣ୍ଟିକ୍ ହେଲେ ଶୋଏବ ଇବ୍ରାହିମ-ଦୀପିକା କକ୍କର
ଅଭିନେତ୍ରୀ ଦୀପିକା କକ୍କର ମୁସ୍ଲିମ ଅଭିନେତା ଶୋଏବ ଇବ୍ରାହିମଙ୍କ ସହ ଦ୍ୱିତୀୟ ବିବାହ କରିଥିଲେ। ଏହି ଦମ୍ପତି ଆଜି ଏକ ପୁଅର ବାପାମାଆ। ଗତକାଲି ଦୁହେଁ ପରିବାର ସହିତ ଇଦ୍ ପାଳନ କରିଥିଲେ। ଏବେ ସେ ପ୍ରଶଂସକମାନଙ୍କୁ ମଧ୍ୟ ଏହାର ଏକ ଝଲକ ଦେଖାଇଛନ୍ତି।