Elephant Roaming: ଗାଁ ଦାଣ୍ଡରେ ବୁଲୁଛି ହାତୀ, ଲୋକେ ଆତଙ୍କିତ

ଘର ସମ୍ମୁଖରେ ଦନ୍ତାକୁ ଦେଖି ଗ୍ରାମବାସୀ ଭୟଭୀତ ହୋଇଯାଇଥିଲେ । ଅନ୍ୟ କିଛି ମହିଳା ପୁରୁଷ ହାତୀ ଦେଖିବାକୁ ତା ପଛେ ପଛେ ବୁଲୁଥିଲେ । ସେପଟେ ହାତୀର ଗତିବିଧି ଉପରେ ନଜର ରଖିଥିବା କହିଛି ବନବିଭାଗ ।

Elephant Roaming: ଗାଁ ଦାଣ୍ଡରେ ବୁଲୁଛି ହାତୀ, ଲୋକେ ଆତଙ୍କିତ
Array