Fake DSP Nabbed in Bhubaneswar: ରାଜଧାନୀରେ ବୁଲୁଛନ୍ତି ନକଲି ପୋଲିସ୍; ଚାକିରି ନାଁରେ ଲଗାଉଥିଲେ ଚୁନ...
ନକଲି ହୋଇ ଅସଲିଙ୍କୁ ଦେଖାଉଥିଲେ ହାକିମାତି । ଚେକିଂ ବେଳେ ସାମ୍ନାକୁ ଆସିଲା ଅସଲ ଚେହେରା । ଜବତ ହେଲା ବିଡ଼ା ବିଡ଼ା ଜାଲ୍ ନୋଟ୍ । ଖାଲି ଜାଲ୍ ନୋଟ୍ କାହିଁକି, ଜାଲି ଡକ୍ୟୁମେଣ୍ଟ, ଫେକ୍ ଆଇ କାର୍ଡ, ଫେକ୍ ପ୍ରମୋସନ ଲେଟର ଏବଂ ନକଲି ଖାକି ଡ୍ରେସ୍ ବି ଜବତ ହୋଇଛି ଦୁଇ ଅଭିଯୁକ୍ତଙ୍କଠାରୁ।