Fire Brigade Vehicle Sink in Ganga: ଗଙ୍ଗା ନଦୀରେ ବୁଡ଼ିଗଲା ଫାୟାର ବ୍ରିଗେଡ୍ ଗାଡ଼ି; ଜଣେ ନିଖୋଜ, ସର୍ଚ୍ଚ ଅପରେସନ୍ ଜୋର୍ଦାର୍
ରୋପୱେରେ ପାଣି ଭର୍ତ୍ତି କରୁଥିବା ସମୟରେ ଗାଡିରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ଗାଡି ଦ୍ରୁତ ଗତିରେ ପଛକୁ ଗଡ଼ିବା ଆରମ୍ଭ କଲା । ଏହି ସମୟରେ ସଜଲିମ୍ ବୁଦ୍ଧି ଖଟାଇ ଗାଡିରୁ ଡେଇଁପଡିଥିଲେ, କିନ୍ତୁ କନଷ୍ଟେବଳ ଅରୁଣ କୁମାର ଗାଡିରୁ ବାହାରି ପାରିନଥିଲେ ।