Flight Crashes In Kazakhstan: ଭୟଙ୍କର ବିମାନ ଦୁର୍ଘଟଣା: ସ୍ତବ୍ଧ ହେଲା ବିଶ୍ବ; ୪୨ ମୃତ, ମୃତ୍ୟୁମୁଖରେ ବର୍ତ୍ତିଲେ ୨୫ ଯାତ୍ରୀ

କାଜାଖସ୍ତାନରେ ଏମର୍ଜେନ୍ସି ଲ୍ୟାଣ୍ଡିଂ ବେଳେ ଏୟାରପୋର୍ଟ ନିକଟରେ କ୍ରାଶ୍ ହେଲା ଆଜରବୈଜାନର ଯାତ୍ରୀବାହୀ ବିମାନ। ଏଥିରେ ୪୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ଅତି ଆଶ୍ଚର୍ଯ୍ୟଜନକ ଭାବେ ୨୫ ଜଣ ଯାତ୍ରୀ ଉଦ୍ଧାର ହୋଇଛନ୍ତି।

Flight Crashes In Kazakhstan: ଭୟଙ୍କର ବିମାନ ଦୁର୍ଘଟଣା: ସ୍ତବ୍ଧ ହେଲା ବିଶ୍ବ; ୪୨ ମୃତ, ମୃତ୍ୟୁମୁଖରେ ବର୍ତ୍ତିଲେ ୨୫ ଯାତ୍ରୀ
Array