FM College Tragedy: ପୀଡ଼ିତାଙ୍କୁ ଆତ୍ମାହୁତି ପାଇଁ କିଏ ମତେଇଥିଲେ ? ସହପାଠୀଙ୍କଠୁ ରୁମମେଟ୍ କାହାଠୁ ମିଳୁନି କ୍ଲୁ....

ନିଜେ ଚରମ ନିଷ୍ପତ୍ତି ନେଇଥିଲେ ? ନା କିଏ ମତେଇଥିଲେ ? ସାଢ଼େ ୧୧ଟାରେ ପ୍ରିନସିପାଲଙ୍କୁ ଚାମ୍ବରରେ ସାକ୍ଷାତ । ମଧ୍ୟାହ୍ନ ସାଢ଼େ ୧୨ଟା ଆତ୍ମାହୂତି । ତାହାଲେ କଣ ଏମିତି ଘଟିଥିଲା, ସେଇ ମଝି ଘଣ୍ଟାକରେ ?

FM College Tragedy: ପୀଡ଼ିତାଙ୍କୁ ଆତ୍ମାହୁତି ପାଇଁ କିଏ ମତେଇଥିଲେ ? ସହପାଠୀଙ୍କଠୁ ରୁମମେଟ୍ କାହାଠୁ ମିଳୁନି କ୍ଲୁ....
Array