FM College ଛାତ୍ରୀଙ୍କ ଆତ୍ମଦାହ ପ୍ରୟାସ: ନିଲମ୍ବିତ ଅଧ୍ୟକ୍ଷ ଗିରଫ
ବାଲେଶ୍ୱର FM କଲେଜର ନିଲମ୍ବିତ ପ୍ରିନ୍ସିପାଲ ଗିରଫ । ନିଲମ୍ବିତ ପ୍ରିନ୍ସିପାଲ ଦିଲୀପ ଘୋଷଙ୍କୁ ଗିରଫ କରିଛି ସହଦେବଖୁଣ୍ଟା ପୋଲିସ । ଦିଲୀପ ଘୋଷଙ୍କ ଗିରଫ ଦାବି କରି ଆସୁଥିଲେ ଛାତ୍ରୀଙ୍କ ପରିବାର ପୂର୍ବରୁ ଏଜୁକେସନ ବିଭାଗ HOD ସମୀର ସାହୁ ଗିରଫ ହୋଇଥିଲେ ।