Food Prices will Decrease: ରିଜର୍ଭ ବ୍ୟାଙ୍କର ଆକଳନ: ଚଳିତ ବର୍ଷ ଫସଲ ଉତ୍ପାଦନ ଉତ୍ସାହଜନକ ରହିବ

ରିଜର୍ଭ ବ୍ୟାଙ୍କ ରିପୋର୍ଟ ଅନୁସାରେ, ବିନିଯୋଗ ଚାହିଦାରେ ବୃଦ୍ଧି, ସେବା କ୍ଷେତ୍ରରେ ସୁଧାର ଓ କୃଷି ଉତ୍ପାଦନ ବୃଦ୍ଧି ସହିତ ଭାରତର ଅର୍ଥନୈତିକ ଗତିବିଧି ବଢ଼ିଛି । ଅର୍ଥନୀତିକୁ ନେଇ ଉପଭୋକ୍ତା ଏବଂ ବ୍ୟବସାୟ ଜଗତ ଆଶାବାଦୀ ରହିଛନ୍ତି । ବିନିର୍ମାଣ କ୍ଷେତ୍ର ବଢ଼ିବା ସହ ନୂଆ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବ ।

Food Prices will Decrease: ରିଜର୍ଭ ବ୍ୟାଙ୍କର ଆକଳନ: ଚଳିତ ବର୍ଷ ଫସଲ ଉତ୍ପାଦନ ଉତ୍ସାହଜନକ ରହିବ
Array