Kareena Kapoor: ଡିପ୍ କଟ୍ ବ୍ଲାଉଜ୍‌ରେ ଛାଇଗଲେ କରୀନା କପୁର

ସୋସିଆଲ ମିଡିଆରେ କରୀନା କପୁର ଛାଇ ଯାଇଛନ୍ତି। ନିକଟରେ ସେ ଲାକ୍‌ମେ ଫ୍ୟାଶନ ସପ୍ତାହରେ ରାମ୍ପ୍ ଚାଲିଥିଲେ। ସେ ତାଙ୍କ ଲୁକ୍‌ର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି।

Kareena Kapoor: ଡିପ୍ କଟ୍ ବ୍ଲାଉଜ୍‌ରେ ଛାଇଗଲେ କରୀନା କପୁର
Array