Four Killed In 24 Hours: ୨୪ ଘଣ୍ଟାରେ ୪ ଜଣଙ୍କୁ ହତ୍ୟା, ଓକିଲଙ୍କୁ ମାରି ଫେରାର୍ ହୋଇଗଲେ

ଏଠି ସତରେ କ'ଣ ଚାଲିଛି ଜଙ୍ଗଲରାଜ୍ ? କାହିଁକି ଘଟୁଛି ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ? ଶେଷରେ ଓକିଲଙ୍କୁ ବି ଗୁଳି କରି ଫେରାର୍ ହୋଇଗଲେ । ଆଇନଶୃଙ୍ଖଳା ପରିସ୍ଥିତି ଜଟିଳ ହୋଇପଡିଲାଣି ।

Four Killed In 24 Hours: ୨୪ ଘଣ୍ଟାରେ ୪ ଜଣଙ୍କୁ ହତ୍ୟା, ଓକିଲଙ୍କୁ ମାରି ଫେରାର୍ ହୋଇଗଲେ
Array