ଏସ୍‌ସିବି ମେଡିକାଲରୁ ଗିରଫ ହେଲେ ଆଉ ୩ ଦଲାଲ

କଟକ,୧୧ା୨: ଏସ୍‌ସିବି ମେଡିକାଲରୁ ରବିବାର ଆଉ ୩ ଦଲାଲ ଗିରଫ ହୋଇଛନ୍ତି।ମଙ୍ଗଳାବାଗ ଥାନା ପୋଲିସ ଘରୋଇ ମେଡିକାଲକୁ ରୋଗୀ ପଠାଇବା ଅଭିଯୋଗରେ ଏହି ୩ ଦଲାଲଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଏହି ଅଭିଯୁକ୍ତମାନେ ଏସ୍‌ସିବିରେ ଠିକା କର୍ମଚାରୀ ଭାବେ କାମ କରନ୍ତି। ରୋଗୀମାନେ ଏଠାକୁ ଚିକିତ୍ସିତ ହେବାକୁ ଆସୁଥିବା ବେଳେ ଏମାନେ ତାଙ୍କୁ ନିର୍ଦ୍ଦିଷ୍ଟ କିଛି ଘରୋଇ ମେଡିକାଲକୁ ପଠାଇଥାନ୍ତି। ଏନେଇ ପୋଲିସ ଅଧିକ ତଦନ୍ତ କରୁଛି। The post ଏସ୍‌ସିବି ମେଡିକାଲରୁ ଗିରଫ ହେଲେ ଆଉ ୩ ଦଲାଲ appeared first on Dharitri Odia News.

ଏସ୍‌ସିବି ମେଡିକାଲରୁ ଗିରଫ ହେଲେ ଆଉ ୩ ଦଲାଲ

କଟକ,୧୧ା୨: ଏସ୍‌ସିବି ମେଡିକାଲରୁ ରବିବାର ଆଉ ୩ ଦଲାଲ ଗିରଫ ହୋଇଛନ୍ତି।ମଙ୍ଗଳାବାଗ ଥାନା ପୋଲିସ ଘରୋଇ ମେଡିକାଲକୁ ରୋଗୀ ପଠାଇବା ଅଭିଯୋଗରେ ଏହି ୩ ଦଲାଲଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଏହି ଅଭିଯୁକ୍ତମାନେ ଏସ୍‌ସିବିରେ ଠିକା କର୍ମଚାରୀ ଭାବେ କାମ କରନ୍ତି। ରୋଗୀମାନେ ଏଠାକୁ ଚିକିତ୍ସିତ ହେବାକୁ ଆସୁଥିବା ବେଳେ ଏମାନେ ତାଙ୍କୁ ନିର୍ଦ୍ଦିଷ୍ଟ କିଛି ଘରୋଇ ମେଡିକାଲକୁ ପଠାଇଥାନ୍ତି। ଏନେଇ ପୋଲିସ ଅଧିକ ତଦନ୍ତ କରୁଛି।

The post ଏସ୍‌ସିବି ମେଡିକାଲରୁ ଗିରଫ ହେଲେ ଆଉ ୩ ଦଲାଲ appeared first on Dharitri Odia News.