Fraud Case: CM ଅଫିସ ନାଁ କହି ଠକେଇ, ଇଂଜିନିୟରଙ୍କଠୁ ୨ ଲକ୍ଷ ଠକିନେଲେ ଦୁର୍ବୃତ୍ତ
ଅଭିଯୋଗ ଅନୁଯାୟୀ ପ୍ରାୟ ମାସେ ତଳେ ତାଙ୍କ ପାଖକୁ ଜାନକୀ ବଲ୍ଲଭ ମହାପାତ୍ର ନାମକ ଜଣେ ବ୍ୟକ୍ତି କଲ୍ କରିଥିଲେ। ନିଜକୁ ସିଏମଓ ଅଫିସର କର୍ମଚାରୀ ବୋଲି ପରିଚୟ ହେବା ସହ ୨ ଲକ୍ଷ ଟଙ୍କା ନଦେଲେ ମାଲକାନଗିରି ପଠାଇଦେବି ବୋଲି ଧମକ ଦେଇଥିଲେ।